Non ti piace? Non importa! Puoi restituire gli articoli fino a 30 giorni
Non puoi sbagliarti con un buono regalo. Con il buono regalo, il destinatario può scegliere qualsiasi prodotto della nostra offerta.
Fino a 30 giorni per il reso
ଏଠି ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହେଁ। ଏହା ମହାଭାରତର ସଂକ୍ଷିପ୍ତକରଣ ବା ପୁନର୍କଥନ ନୁହେଁ। ଇଂରାଜୀରେ ରାଜଗୋପାଳାଚାରୀ ବା ଆର୍. କେ. ନାରାୟଣନ୍ ଏହାକୁ ଅତି ଦକ୍ଷତାର ସହିତ କରିଛନ୍ତି। ଅନେକ ଭାଷାରେ ପିଲାଙ୍କ ମହାଭାରତ ମିଳିବ। ଏହା ସେପରି କିଛି ନୁହେଁ। ଏହା କେବଳ ଏକ କ୍ଷୁଦ୍ର ଉପନ୍ୟାସ।
ଭୀମଙ୍କର ମହାଭାରତ କାଳ ସହିତ ଆଜିର ଭାରତର ସଂପର୍କ ସ୍ଥାପନା କରିବା ଉଦ୍ଦେଶ୍ୟରେ କଳ୍ପନା କରାଯାଇଛି ଯେ, ଆଜିର କେତେକ ବ୍ୟକ୍ତି ଏକ ଧାର୍ମିକ ଯୋଗ ଅନୁଷ୍ଠାନ ଦ୍ୱାରା ମହାଭାରତ କାଳ ସହିତ ସଂପର୍କ ପ୍ରତିଷ୍ଠା କରିବାର ଚେଷ୍ଟା କରିଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଲା ଯେ ବର୍ତ୍ତମାନର ରାଜନୈତିକ ଅବ୍ୟବସ୍ଥା ଓ ନୈତିକ ଅବକ୍ଷୟର ସମୟରେ ନିଜେ କୌଣସି ପଥର ସଂଧାନ ନ ପାଇବାରୁ ସେହି ମହାଭାରତରେ ଯୁଗସନ୍ଧି ଦେଖିଥିବା ଏକ ପବିତ୍ର ଆତ୍ମା ସହିତ ସଂପର୍କ ସ୍ଥାପନ କରି ବର୍ତ୍ତମାନ ବିଷୟରେ ପଥ ନିର୍ଦ୍ଦେଶ ଲୋଡିବା। ସେହି ଗୁରୁଙ୍କ ଦ୍ୱାରା ପରିଚାଳିତ ଯୋଗକ୍ରିୟା ସଫଳ ହୋଇଛି ଓ ଭୀମସେନ ଜଣଙ୍କୁ ମାଧ୍ୟମ କରି ନିଜ ବକ୍ତବ୍ୟ ତାହା ହାତରେ ଲେଖାଇ ଦେଇଛନ୍ତି। --ଉମାକାନ୍ତ ମହାପାତ୍ର
Ciao! Sono Libroamiko, il tuo consulente di libri.
Come posso aiutarti?