LIBRISTO
LIBROAMANTO
obbligatorio
Entra a far parte di una comunità di amanti dei libri di tutto il mondo e ottieni numerosi vantaggi. Crea un account gratuito
0
Punto Poste 5.49 Punto Poste 5.49 Corriere DHL 6.99 Corriere GLS 5.99 Punto GLS 4.49 Corriere Bartolini 4.49 Punto Bartolini 3.49

Jajabarara Jabanabandi

Lingua OriyaOriya
Libro In brossura
Libro Jajabarara Jabanabandi Umakanta Mahapatra
Codice Libristo: 46883364
Casa editrice BLACK EAGLE BOOKS, novembre 2024
ମୋର ଅନେକ ବନ୍ଧୁ ଓ ପରିଚିତ ମୋତେ ମୋର ଚାକିରୀ ଜୀବନର ଅଭିଜ୍ଞତା ଲେଖିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ମୁଁ ଏହା କର... Descrizione completa
? points 32 b
13.19
Magazzino esterno Inviamo tra 14-21 giorni

Fino a 30 giorni per il reso


I clienti hanno acquistato anche


Power of Money Debarati Roy / Libro In brossura
common.buy 35.79
Feminist Trends in Achebe's Postcolonial Novels Gebremariam Haile / Libro In brossura
common.buy 41.59
dictionary of the language of Mota John Palmer / Libro In brossura
common.buy 22.99
Trace Pat Cummings / Libro In brossura
common.buy 7.29
Don Quixote Miguel Cervantes / Libro elettronico Adobe ePub DRM
common.buy 6.09
Demain, efforts de pensée et de vie meilleures Édouard Toulouse / Libro In brossura
common.buy 12.39
Color by Number Art Munin / Libro elettronico Adobe ePub DRM
common.buy 36.19
Psychic book for beginners Ronald Ritter / Libro elettronico Adobe ePub DRM
common.buy 5.09

ମୋର ଅନେକ ବନ୍ଧୁ ଓ ପରିଚିତ ମୋତେ ମୋର ଚାକିରୀ ଜୀବନର ଅଭିଜ୍ଞତା ଲେଖିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ମୁଁ ଏହା କରିବାକୁ ମୋଟେ ପ୍ରସ୍ତୁତ ନଥିଲି । ତା'ର ପ୍ରଧାନ କାରଣ ଯେ ମୁଁ ପ୍ରାୟ ଯେତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆତ୍ମଜୀବନୀ ବା ସ୍ମରଣିକା ପଢ଼ିଛି, ପ୍ରାୟ ସବୁଠାରେ 'ମୁଁ ' କଥାଟାର ସ୍ୱର ବଡ଼ ଉଚ୍ଚ । ଅନେକ କ୍ଷେତ୍ରରେ ଆଖି ଆଗର ଆଙ୍ଗୁଠି ଦୂର ପର୍ବତକୁ ଘୋଡାଇ ଦେଇଛି । ତାହାଛଡ଼ା ଏକ ଔଚିତ୍ୟର ଗୁରୁତର ପ୍ରଶ୍ନ ଅଛି । ଚାକିରୀ ଜୀବନରେ ମୁଁ କ'ଣ କରିଥିଲି, ତାହା ପ୍ରକାଶ କରିବା ଅନୈତିକ ଏବଂ ବହୁ କ୍ଷେତ୍ରରେ ବେଆଇନ । ଏଣୁ ଏଥିରୁ ବିରତ ରହି ଏଣୁ ତେଣୁ ଯଥା ପ୍ରବନ୍ଧ ଓ ରମ୍ୟ ରଚନା ଆଦି ଲେଖୁଥଲି ଏବଂ ଲେଖୁଛି ।

ତେବେ ଦିନେ ଧରିତ୍ରୀ ଅଫିସ୍‌ରେ ଶ୍ରୀ ତଥାଗତ ଶତପଥୀଙ୍କ ସହ ଆଲୋଚନା ବେଳେ ଏକ ନୂତନ ଦୃଷ୍ଟିକୋଣ ମିଳିଲା । ମନୁଷ୍ୟର ପ୍ରକୃତ ଜୀବନ ତ ଏଇ କୋଡ଼ିଏରୁ ଷାଠିଏ ମଧ୍ୟରେ । ସେଥିରୁ ପ୍ରାୟ ଅଧିକାଂଶ ସମୟ ଚାକିରୀ ଜୀବନ । ସେଠି କେତେ ଲୋକଙ୍କୁ ଦେଖିଲି । କେତେ ଅଜଣାଙ୍କୁ ଜାଣିଲି । ତାଙ୍କ ଭିତରୁ କେତେ ଜନ୍ମଗତ ଅଦ୍ୱିତୀୟ, କେତେ ଅବସ୍ଥାଚକ୍ରରେ ପଡ଼ି ସ୍ମରଣୀୟ । କେତେ ପୁଣି ନିଜର ବ୍ୟକ୍ତିତ୍ୱ ବଳରେ ଅସାଧାରଣ ଓ ସ୍ମରଣୀୟ । ଏମାନଙ୍କ ବ୍ୟକ୍ତିତ୍ୱ ଲୋକଲୋଚନକୁ ଆଣିବା ଯୋଗ୍ୟ । ଏହି ଧାରଣାରୁ ଯାଯାବର ସିରିଜ୍‌ର ଜନ୍ମ । ଏହା ୧୯୯୩ ଆରମ୍ଭରୁ ଧରିତ୍ରୀରେ ଧାରାବାହିକ ରୂପେ ପ୍ରକାଶ ପାଉଥିଲା । ଅବଶ୍ୟ ଏହି ଚରିତ୍ରମାନଙ୍କୁ ଉପସ୍ଥାପିତ କରିବାରେ ଘଟଣାବଳୀ ଠିକ୍ ଯେପରି ଲେଖାହୋଇଛି, ସେପରି ଘଟି ନଥାଇପାରେ । କାରଣ ପ୍ରକାଶ ଲାଗି କିଛିଟା ପରିବର୍ତ୍ତନ ଆବଶ୍ୟକ ହୋଇପଡ଼େ । ମୋର ଦୃଢ଼ ବିଶ୍ୱାସ ଯେ ମୁଁ ସେମାନଙ୍କ ପ୍ରତି କଦାପି ବିଶ୍ୱାସଘାତ କରିନାହିଁ । ମୋ ଶକ୍ତି ଅନୁଯାୟୀ ନ୍ୟାୟ କରିଛି ।

ମୋର ଅବଶ୍ୟ ଯାଯାବର ଜୀବନ । ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ବହୁତ ବୁଲିଲି । ମୋର ବଡ଼ ଆନନ୍ଦ ଯେ ସେଠାର ମାଟି ଓ ସେଠାର ମଣିଷଙ୍କୁ ଭଲପାଇ ପାରିଛି । ଆଶାକରେ ଠାକୁର ସାହେବ, ପେମା ଡୋମା ଏବଂ ବିଶେଷକରି ନକ୍‌ଚୁଂ ଯେକି ଫେରିଲା ନାହିଁ - ଇତ୍ୟାଦି ଆପଣଙ୍କୁ ଭଲ ଲାଗିବେ ।

Attrice & Poliglotta
EWA KASP per
Riproduci video
Ewa Kasp
Libristo ha la più grande selezione di letteratura in lingue straniere. Per questo compro i miei libri qui.

Informazioni sul libro

Titolo completo Jajabarara Jabanabandi
Lingua Oriya
Rilegatura Libro - In brossura
Data di pubblicazione 2024
Numero di pagine 150
EAN 9781645605980
ISBN 1645605981
Codice Libristo 46883364
Casa editrice BLACK EAGLE BOOKS
Peso 199
Dimensioni 140 x 216 x 8
Regala questo libro oggi stesso
È facile
1 Aggiungi il libro al carrello e scegli la consegna come regalo 2 Ti invieremo subito il buono 3 Il libro arriverà all'indirizzo del destinatario

Accesso

Accedi al tuo account. Non hai ancora un account Libristo? Crealo ora!

 
obbligatorio
obbligatorio

Non hai un account? Ottieni i vantaggi di un account Libristo!

Con un account Libristo, avrai tutto sotto controllo.

Crea un account Libristo
Consulente di libri Libroamiko
Ciao, sono Libroamiko, posso aiutarti?